୨ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ

କେନ୍ଦୁଝର ଜିଲ୍ଲା ପାଟଣା ଥାନା ତେଣ୍ଡେରା ଗ୍ରାମ ଜଣେ ଜଲେଜ୍ ପଢୁଆ ୧୭ବର୍ଷର ନାବାଳିକା ଛାତ୍ରୀ ଘରଭିତର ସଂଘାରେ ବେକରେ ଗାମୁଛା ଲଗାଇ ଆତ୍ମାହତ୍ୟ କରିଛନ୍ତି। ମୃତ ଛାତ୍ରୀ ଜଣକ ହେଉଛନ୍ତି ଲିଟିଲ ମହାନ୍ତ। ସେ ପାଟଣା କଲେଜରେ ପାଠ ପଢ଼ୁଥିଲେ।

ଅନୁରୂପ ଭାବେ ଏହି ଥାନା ଅନ୍ତର୍ଗତ ଅଙ୍କୁରା ଗ୍ରାମର ବିଲ ଭିତରେ ଥିବା ଏକ ନାଳରୁ ମଙ୍ଗଳବାର ସକାଳୁ ଜଣେ ୨୯ ବର୍ଷୀୟା ଯୁବତୀ ମୁହଁ ମାଡ଼ି ପାଣି ଭିତରେ ପଡିଥିବା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଉଛନ୍ତି ଅଙ୍କୁରା ଗ୍ରାମର ସରସ୍ୱତୀ ମୁଣ୍ଡା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes