କଟର ମେସିନରେ ଏଟିଏମ କାଟି ଟଙ୍କା ଲୁଟ୍‌

କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ବନେଇକଳାରେ ବିଳମ୍ବିତ ରାତିରେ ଲୁଟ୍‌ ହୋଇଥିବା ସୂଚନା ମିଳିଛି।

କେତେ ଟଙ୍କା ଲୁଟ୍ ହୋଇଛି ଅସ୍ପଷ୍ଟ ଥିବାବେଳେ ପୁଲିସ ଘଟଣାର ତଦନ୍ତ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes