୧ କୋଟିର ବ୍ରାଉନସୁଗାର ଜବତ

ଖୋର୍ଦ୍ଧା ଜିଲ୍ଲା ସୁନ୍ଦରପଦା-ଜଟଣୀ ରାସ୍ତାରେ ଏସଟିଏଫ ଓ ପୁଲିସ ଟିମ ଚଢ଼ାଉ କରି ୧ କେଜି ୫୦ ଗ୍ରାମର ବ୍ରାଉନସୁଗାର ଜବତ କରିଛନ୍ତି।

ଜବତ ବ୍ରାଉନ୍‌ସୁଗାରର ଆନୁମାନିକ ମୂଲ୍ୟ ୧ କୋଟି ହେବ। ଏହି ଘଟଣାରେ ପୁଲିସ ଜଣକୁ ଗିରଫ କରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes