ବିଏମସି ଅଫିସ ଆଗରେ ବିଜେପି କର୍ପୋରେଟରଙ୍କ ଧାରଣା

ଭୁବନେଶ୍ୱର ମହାନଗର ନିଗମ କର୍ପୋରେଟର ମିଟିଂରେ ବିଜେପି କର୍ପୋରେଟରମାନେ ବିଧାୟକ ଓ ଅଫିସରମାନେ ସହଯୋଗ କରୁନଥିବା ଅଭିଯୋଗ କରି ହଟ୍ଟଗୋଳ କରିଛନ୍ତି।

ଏହା ପରେ ବୈଠକରୁ ବାହାରି ବିଏମସି ଅଫିସ ଆଗରେ ଧାରଣାରେ ବସିଛନ୍ତି କର୍ପୋରେଟର।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes