୧୨ କୋଟି ଟଙ୍କା ହଡ଼ପ ନେଇ ଆଗ୍ରୋ ସଂସ୍ଥାର ଏମଡି ସମେତ ୩ ଜଣ ଗିରଫ

ଚାଷୀଙ୍କୁ କୃଷି ଯନ୍ତ୍ରାଂଶ ଯୋଗାଇବା ନାଁରେ ୧୨ କୋଟି ଟଙ୍କା ହଡ଼ପ ଅଭିଯୋଗରେ ଆଗ୍ରୋ ସଂସ୍ଥାର ଏମଡି ସମେତ ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ।

ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର ସ୍କିମ୍‌ରେ ୧୨ କୋଟି ହଡ଼ପ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes