ପଡ଼ୋଶୀଙ୍କ କାଠଫାଳିଆ ମାଡ଼ରେ ଜଣେ ମୃତ

ରାୟଗଡ଼ା ଜିଲ୍ଲା ଗୋଡିଖାଲ ଗାଁରେ ଖଜୁରୀ ତାଡି଼ ପିଇବାକୁ ନେଇ ବଚସା ପରେ ହତ୍ୟା ହୋଇଛି।

ମୃତକ ଜଣକ ଗୋଡିଖାଲ ଗାଁର କିର୍କେ ମାଝି । ପୁଲିସ ଜଣକୁ ଅଟକ ରଖି ତଦନ୍ତ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes