ବଲାଙ୍ଗିର ଜିଲ୍ଲା ଆଗଲପୁର ବାଳକ ହାଇସ୍କୁଲ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ ଏହି ଅଘଟଣ ଘଟିଥିଲା। ଦୀର୍ଘ ସମୟର ଅସ୍ତ୍ରୋପଚାର ପରେ ବେକରୁ ଜାଭେଲିନ୍ ବାହାରିଛି।
ଅନ୍ୟ ଜଣେ ଛାତ୍ର ଫିଙ୍ଗୁଥିବା ବେଳେ ବେକରେ ପଶି ଯାଇଥିଲା ଜାଭେଲିନ୍। ଗୁରୁତର ଛାତ୍ରଙ୍କୁ ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା।