ୟୁନିଟ୍-୮ରେ ଯୁବକଙ୍କୁ ହତ୍ୟା ମାମଲାରେ ୨ ଗିରଫ

ଭୁବନେଶ୍ୱର ୟୁନିଟ୍-୮ସ୍ଥିତ ନାରାୟଣ ବସ୍ତି ଚନ୍ଦୁ ହତ୍ୟା ମାମଲାରେ ପୁଲିସ ଲେଡି ଡ୍ରଗ୍ସ ମାଫିଆ ରଞ୍ଜୁ ନାୟକ ଓ ତା’ ସହଯୋଗୀ କାହ୍ନାକୁ ଗିରଫ କରିଛି।

ଉଲ୍ଲେଖଯୋଗ୍ୟ, ଗତ ଶୁକ୍ରବାର ସନ୍ଧ୍ୟାରେ ନିଶା କାରବାରକୁ ନେଇ ହତ୍ୟାକାଣ୍ଡ ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes