ବିଜେପିର ପ୍ରଶିକ୍ଷଣ ଶିବିରରେ ଆଜି ସାଂସଦ ଜୁଏଲ ଓରାମ୍ କହିଛନ୍ତି ଯେ, ଓଡ଼ିଶାରେ ଲଢ଼େଇ ଜୋରଦାର ହେବ, ସେଥିପାଇଁ ସଂଗଠନ ଶକ୍ତି ବଢ଼ାଉଛି।
ଗତ ବିଧାନସଭା ନିର୍ବାଚନରେ ୭୦ରୁ ୭୫ ସିଟ୍ରେ ଭଲ ଭୋଟ୍ ପାଇଥିଲୁ, ମିଶନ ୧୨୦ ପ୍ଲସ୍ ରହିଛି ବୋଲି ସାଂସଦ କହିଛନ୍ତି।
Credible Local News of Odisha