ଯୁବକଙ୍କୁ ହତ୍ୟା ଘଟଣାରେ ମାଷ୍ଟରମାଇଣ୍ଡ ଗିରଫ

ପୁରୀ ଜିଲ୍ଲା ପିପିଲି ନୂଆଶାସନ ଉତ୍ତରସାହୀରେ ଯୁବକଙ୍କୁ ଗଳା କାଟି ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ରମାକାନ୍ତ ବେହେରାକୁ ଅଚ୍ୟୁତପୁର ଅଞ୍ଚଳରୁ ଗିରଫ କରିଛି ପୁଲିସ।

ଘଟଣାସ୍ଥଳରେ ସାଇଣ୍ଟିପିକ ଟିମ ପହଞ୍ଚି ରକ୍ତ, ମାଟି ଓ ମୋବାଇଲ ଫୋନ ସଂଗ୍ରହ କରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes