ହୋର୍ଡିଂ ଉପରେ ଚଢିଥିବା ମୁକ୍ତିକାନ୍ତ ଉଦ୍ଧାର

ସାଢ଼େ ୪ ଘଣ୍ଟାର ଉଦ୍ୟମ ପରେ ଚଢିଥିବା ମୁକ୍ତିକାନ୍ତଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ଟିମ୍ ।

ଲାଡର ସାହାଯ୍ୟରେ ପହଞ୍ଚି ମୁକ୍ତିକାନ୍ତଙ୍କୁ କାବୁ କରିଛି ଅଗ୍ନିଶମ ଟିମ୍। ଉଦ୍ଧାର ପରେ ସ୍ୱାସ୍ଥ୍ୟ ପରୀକ୍ଷା ଲାଗି ମୁକ୍ତିକାନ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes