କୋଭିଡର ଓମିକ୍ରନ୍ ଭାରିଏଣ୍ଟ ବିଏଫ.୭ ଓଡ଼ିଶାରେ ଚିହ୍ନଟ ସୂଚନା

ଓଡ଼ିଶାରେ ଏହି ଭାରିଏଣ୍ଟ୍‌ ଚିହ୍ନଟ ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।

ଗୁଜରାଟରେ ୨ ଜଣ ଏବଂ ଓଡ଼ିଶାରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି। ସଂପ୍ରତି BF.7 ଭାରିଏଣ୍ଟ ଚୀନରେ ଆତଙ୍କ ସୃଷ୍ଟି କରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes