ଗାୟତ୍ରୀ ଶିକ୍ଷା ନିକେତନରେ ଗଣିତ ଓ ବିଜ୍ଞାନ ମେଳା

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଭଙ୍ଗାମୁଣ୍ଡା ସ୍ଥିତ ଗାୟତ୍ରୀ ଆବାସିକ ଶିକ୍ଷା ନିକେତନ ଠାରେ ଗଣିତ ଓ ବିଜ୍ଞାନ ମେଳା ଉଦଘାଟିତ ହୋଇଯାଇଛି । ଜଟେସିଂହା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଗୁରୁଦତ୍ତ ମିଶ୍ର ମୁଖ୍ୟ ଅତିଥି, ଆସାମ ଦକ୍ଷିଣ ପ୍ରାନ୍ତର ଅଖିଳ ଭାରତୀୟ ସହସେବା ପ୍ରମୂଖ ସପର୍ଣ୍ଣା ଦେ ମୁଖ୍ୟ ବକ୍ତା ଓ ଓଡ଼ିଶା-ବଙ୍ଗ ଦ୍ଵି-ପ୍ରଦେଶର ସହ ପ୍ରଚାରିକା ଲତିକା ଅପା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।ଗାୟତ୍ରୀ ଆବାସିକ ଶିକ୍ଷା ନିକେତନର ପ୍ରତିଷ୍ଠାତା ପଙ୍କଜ ଖମାରୀ ଛାତ୍ରଛାତ୍ରୀ ମାନଙ୍କୁ ବିଜ୍ଞାନ ଓ ଗଣିତ ଉପରେ ମାର୍ଗ ଦର୍ଶନ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes