ହେପାଜତ ମୃତ୍ୟୁ ହୋଇଥିଲେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ: ପିସିସିଏଫ

ବନ ବିଭାଗ ହେପାଜତ ମୃତ୍ୟୁ ଅଭିଯୋଗ ଘଟଣାରେ ପିସିସିଏଫ କହିଛନ୍ତି ଯେ, ଘଟଣାରେ ୨ ଏସିଏଫଙ୍କ ସହ ୧୫ ବନ କର୍ମଚାରୀ ଅଟକ ରହିଥିବା ସୂଚନା ମିଳିଛି।

ମୃତ୍ୟୁର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣାପଡିନାହିଁ, ତଦନ୍ତ ପାଇଁ କଞ୍ଜରଭେଟର ସ୍ତରୀୟ ଅଧିକାରୀଙ୍କୁ ପଠାଯାଇଛି, କଟକ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିବା କହିଛନ୍ତି ପିସିସିଏଫ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes