ହେପାଜତରେ ମୃତ୍ୟୁକୁ ନେଇ ବାଣପୁର ବିଟ୍‌ ହାଉସ୍‌ ଭଙ୍ଗାରୁଜା

କଟକ ଜିଲ୍ଲା ବଡ଼ମ୍ବା ବନ ବିଭାଗ ହେପାଜତରେ ମୃତ୍ୟୁକୁ ନେଇ ବାଣପୁର ବିଟ୍‌ ହାଉସ୍‌ ଭଙ୍ଗାରୁଜା ସହ ନିଆଁ ଲଗାଇ ଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ।

ଘଟଣାସ୍ଥଳରେ ଆଠଗଡ଼ ଏସଡିପିଓ ଓ ବଡ଼ମ୍ବା ତହସିଲଦାର ପହଞ୍ଚିଛନ୍ତି।ସ୍ଥାନୀୟ ରାଜନେତା ଓ ଲୋକପ୍ରତିନିଧିଙ୍କ ପକ୍ଷରୁ ଲୋକଙ୍କୁ ବୁଝାସୁଝା କରାଯାଉଛି। ଘଟଣାସ୍ଥଳରେ ଉତ୍ତେଜନା ଥିବାରୁ ୩ ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes