ନବ ଦାସ ହତ୍ୟା ଘଟଣା; ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କ୍ରାଇମବ୍ରାଞ୍ଚ ତଦନ୍ତରେ ଭରସା ନ ଥିବା ଦର୍ଶାଇ, ସିବିଆଇ ତଦନ୍ତ ଦାବିରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଜନସ୍ବାର୍ଥ ମାମଲା ହୋଇଛି।

ମୁଖ୍ୟ ସଚିବ, ଗୃହ ସଚିବ, ଡିଜିପି, ସିବିଆଇ, କ୍ରାଇମବ୍ରାଞ୍ଚ ପକ୍ଷଭୁକ୍ତ ଅଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes