ହିନ୍ଦୋଳରେ 24 ଘଣ୍ଟାରେ 30.2 ମିମି ବର୍ଷା June 28, 2022 by Rameswar mahakur ଗତ 24 ଘଣ୍ଟା ମଧ୍ୟରେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳରେ 30.2 ମିଲିମିଟର ବର୍ଷା ହୋଇଛି l