ଭୁବନେଶ୍ୱରରୁ ୨କୋଟି ଟଙ୍କାର ବ୍ରାଉନସୁଗର ଜବତ

କଟକ ଅବକାରୀ ଫ୍ଲାଇଙ୍ଗ ସ୍କ୍ବାର୍ଡ ୨ କିଲୋ ବ୍ରାଉନସୁଗର ଜବତ କରିବା ସହ ୨ ମାଫିଆକୁ ଗିରଫ କରିଛି।

ବ୍ରାଉନସୁଗର ବାଲେଶ୍ଵରରୁ ଭୁବନେଶ୍ବର ୟୁନିଟ ୮କୁ ଚୋରା ଚାଲାଣ ବେଳେ ଫ୍ଲାଇଙ୍ଗ ସ୍କ୍ବାର୍ଡ ଧରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes