ଗଣିଆରେ 24 ଘଣ୍ଟାରେ 31 ମିମି ବର୍ଷା June 28, 2022 by Rameswar mahakur ଗତ 24 ଘଣ୍ଟା ମଧ୍ୟରେ ନୟାଗଡ଼ ଜିଲ୍ଲାର ଗଣିଆରେ 31 ମିଲିମିଟର ବର୍ଷା ହୋଇଛି l