ହାଇକୋର୍ଟ ବେଞ୍ଚ ସ୍ଥାପନକୁ ନେଇ ନରସିଂହଙ୍କ ପ୍ରତିକ୍ରିୟା

ବଲାଙ୍ଗିର ବିଧାୟକ ତଥା ପଶ୍ଚିମ ଓଡିଶାର ଜଣାଶୁଣା ନେତା ନରସିଂହ ମିଶ୍ର ଆଜି ପଶ୍ଚିମ ଓଡିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ସ୍ଥାପନକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିବା ସହ କେନ୍ଦ୍ର ପରାମର୍ଶ ଆଇନ ଅନୁଯାୟୀ ମୁଖ୍ଯମନ୍ତ୍ରୀ ମୁଖ୍ୟବିଚାରପତିଙ୍କ ସହ ଆଲୋଚନା କରିବା ଉଚିତ ବୋଲି ଟ୍ୱିଟ କରି କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes