ବାରପାହାଡ ଜଙ୍ଗଲରେ ମିଳିଥିବା ମୃତଦେହ ଉଦ୍ଧାର ଘଟଣାରେ ୪ ଜଣଙ୍କୁ କୋର୍ଟଚାଲାଣ

ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ମେଣ୍ଡା ଗ୍ରାମର ହିରୋ ହାତୀ ଗତ ୧୧ ତାରିଖରୁ ନିଖୋଜ ଥିବା ବେଳେ ୧୪ ତାରିଖ ଦିନ ବାରପାହାଡ ଜଙ୍ଗଲରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ତାଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଏକ ହତ୍ୟାକାଣ୍ଡ ଥିଲା ବୋଲି ସୂଚନା ଦେଇଛନ୍ତି ।

ଏହି ଘଟଣାରେ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଜଣାପଡ଼ିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes