କ୍ଷେତରାଜପୁର ସ୍ଥିତ ପୂଜା ଇଣ୍ଡଷ୍ଟ୍ରିରେ ଜିଏଟି ଚଢାଉ

ସମ୍ବଲପୁର ସହର କ୍ଷେତରାଜପୁର ଠାରେ ଥିବା କୁଲର ଏବଂ ଆଲମିରା କାରଖାନା “ପୂଜା ଇଣ୍ଡଷ୍ଟ୍ରି”ରେ ଆଜି ରାଜ୍ୟ ସରକାରଙ୍କ ସିଟି ଜିଏସଟିର ପ୍ରବର୍ତ୍ତନ ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି ।

କ୍ଷେତରାଜପୁର କ୍ରୀଷ୍ଣାନଗର ଏବଂ ନକ୍ସIପାଲି ସ୍ଥିତ କାରଖାନା ଏବଂ ଏନ୍ ଗୁହା ଗଲିରେ ଥିବା ପୂଜା ଇଣ୍ଡଷ୍ଟ୍ରିର ମାଲିକ ପ୍ରେମା ଦେବୀ ଅଗ୍ରୱାଲଙ୍କ ବାସଭବନରେ ଏହି ଚଢ଼ାଉ ହୋଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes