ହଷ୍ଟେଲ ଛାତ୍ରୀଙ୍କୁ ଟଣା ଓଟରା କରିବାରୁ ଉତ୍ତେଜନା

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ଉତ୍ତେଜନା ଲାଗିରହିଛି।

ସୂଚନା ଯେ, ଛାତ୍ର ବାସକୁ ଶୁକ୍ରବାର ରାତ୍ରି ଜଣେ ବିବାହିତ ଯୁବକ ପଶି ଜଣେ ୫ ଳମ ଶ୍ରେଣୀ ଛାତ୍ରୀଙ୍କୁ ଟଣା ଓଟରା କରିବା ପରେ ସ୍ଥାନୀୟ ଲୋକ ସ୍କୁଲ ଗେଟରେ ଶୁକ୍ରବାର ରାତ୍ରିରୁ ତାଲା ମାରିଥିଲେ। ଶନିବାର ସକାଳୁ ଛାତ୍ରଙ୍କ ପରୀକ୍ଷା ଥିବାରୁ ଗେଟ ଚାବି ଖୋଲିଥିଲେ। ଦିନ ୧ଟା ପର୍ଯ୍ୟନ୍ତ ସ୍କୁଲ ପରିସରରେ ଉତ୍ତେଜନା ଲାଗିରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes