ଗ୍ୟାସ୍‌ ଟାଙ୍କି ଫାଟିବା ଘଟଣାରେ ପୁଅ ପରେ ବାପା ମୃତ

କଟକ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ବାପାର ମୃତ୍ୟୁ ଘଟିଥିବା ବେଳେ ଉପଯୁକ୍ତ ଚିକିତ୍ସା ମିଳି ନଥିବା ଅଭିଯୋଗରେ କରି ମୀର୍ଜାପୁରରେ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଛନ୍ତି।

୧୯ ତାରିଖରେ ଚାନ୍ଦିପୁର ମୀର୍ଜାପୁରରେ ଘରେ ଗ୍ୟାସ୍‌ ଟାଙ୍କି ଫାଟିଥିଲା।ଘଟଣାସ୍ଥଳରେ ଜଳି ଯାଇ ନବଜାତ ଶିଶୁର ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଗୁରୁତର ଶିଶୁ ବାଲେଶ୍ବରରେ, ମାଆ କଟକରେ ଚିକିତ୍ସାଧୀନ ଅଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes