ରାଜ୍ୟରେ ଚାଲିଛି ବାର୍ ଆସୋସିଏସନ ନିର୍ବାଚନ

କର୍ମକର୍ତ୍ତାଙ୍କୁ ଚୟନ କରୁଛନ୍ତି ୩୩ ହଜାର ୪୩୪ ଜଣ ଆଇନଜୀବୀ।

ହାଇକୋର୍ଟ ଓକିଲ ସଂଘର ୧୫ ପଦବୀ ପାଇଁ ଭୋଟିଂ ଚାଲିଥିବା ବେଳେ ୩୭ଟି ବୁଥର ବ୍ୟବସ୍ଥା କରାଯାଇଛି। ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ଚାଲିବ। ଆଜି ନିର୍ବାଚିତ କର୍ମକର୍ତ୍ତାଙ୍କ ନାଁ ଘୋଷଣା ହେବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes