ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

2018ମସିହାରେ ଡୁମୁରିଆ ଗ୍ରାମରେ ହୋଇଥିବା ଏକ ହତ୍ୟା ମାମଲାର ବିଚାର କରି କେନ୍ଦୁଝର ଜିଲ୍ଲା ଦୌରା ଜଜ ଆଜି ଅଭିଯୁକ୍ତ ପଦ୍ମଲୋଚନ ମହାକୁଡ଼କୁ ଆଜୀବନ ଜେଲ ସହ 50 ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes