ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀର ସମ୍ପାଦକ ଚୟନ ପ୍ରକ୍ରିୟା ସମ୍ପର୍ଣ୍ଣ

ଆଜି ସୁବଳୟା ଟିକ୍ରାପଡା ଠାରେ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀର ସମ୍ପାଦକ ଚୟନ ପ୍ରକ୍ରିୟା ସମ୍ପର୍ଣ୍ଣ ହୋଇଥିବାବେଳେ ଏହି କାର୍ଯ୍ୟକ୍ରମରେ ବୀରମହାରାଜପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋତିଲାଲ ସୁଲିଆଙ୍କ ଉପସ୍ଥିତିରେ ସର୍ବସାମ୍ମତି କ୍ରମେ ଶ୍ରୀଚକ୍ରଧର ପଧାନ, ଗ୍ରାମ- ସଲେଇପଦରଙ୍କୁ ସମ୍ପାଦକ ଭାବେ ଚୟନ କରାଯାଇଛିl

ତେବେ ଏହି କାର୍ଯ୍ୟକ୍ରମରେ ସୁବଳୟା ସରପଞ୍ଚ ପ୍ରୋମଦ କୁମାର ମହାପାତ୍ର ଓ ଗ୍ରାମପଞ୍ଚାୟତର ନାଏବ ସରପଞ୍ଚ ଏବଂ ୱାର୍ଡ ସଭ୍ୟ ତଥା ଜନସାଧାରଣ ଉପସ୍ଥିତ ଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes