ରୁଚିକା ହତ୍ୟା ମାମଲାରେ ମାନବାଧିକାର କମିଶନଙ୍କ ନୋଟିସ

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାରେ ରାଜ୍ୟ ମାନବାଧିକାର କମିଶନ ଆଜି ନିଜ ଆଡୁ ମାମଲା ରୁଜୁ କରି ପୁଲିସ କମିଶନରଙ୍କୁ ପରବର୍ତ୍ତୀ ତାରିଖ ଜୁଲାଇ 19 ପୂର୍ବରୁ ଘଟଣା ଓ ତଦନ୍ତର ଅଗ୍ରଗତି ନେଇ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes