କେନ୍ଦ୍ରାପଡ଼ା ଜିଲ୍ଲା ଟାଉନ ଥାନା ବଳରାମପୁରରେ ଘରୋଇ କଳହର ଏହି କରୁଣ ପରିଣତି ଘଟିଛି।
ରଶି ଲଗାଇ ସ୍ୱାମୀର ଆତ୍ମହତ୍ୟା ପରେ ବିଷ ପିଇ ସ୍ତ୍ରୀ ଗୁରୁତର ହୋଇଛି।
ଗୁରୁତର ସ୍ତ୍ରୀକୁ ମେଡିକାଲ ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
Credible Local News of Odisha