ସ୍ୱରୂପ କୁମାର ପାଲଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ଜିଲ୍ଲାପାଳ

ଇଣ୍ଡିଆ‌ ବୁକ୍ ଅଫ୍ ରେକର୍ଡ ଓ ଆନ୍ତର୍ଜାତୀୟ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିବା ଅନୁଗୁଳ ଶିମିଳିପଡାର ସ୍ୱରୂପ କୁମାର ପାଲଙ୍କୁ ଆଜି ଅନୁଗୁଳ ଜିଲ୍ଲାପାଳ ସିଦ୍ଧାନ୍ତଶଙ୍କର ସ୍ବାଇଁ ତାଙ୍କ କାର୍ଯ୍ୟାଳୟ ଠାରେ ସମ୍ବର୍ଦ୍ଧନା ଜଣାଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes