କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ମାଓ ପ୍ରବଣ ଅଞ୍ଚଳ ଭାବେ ପରିଚିତ ବିଜେପୁର ପଞ୍ଚାୟତ ଗସ୍ତରେ ଆସି ବିଧାୟକ ପ୍ରଦୀପ କୁମାର ଦିଶାରୀ ଲୋକଙ୍କ ବିଭିନ୍ନ ସମସ୍ୟା ଶିକ୍ଷା,ସ୍ବାସ୍ଥ୍ୟ,ପାନୀୟ ଜଳ,ଗମନାଗମନ ଆଦି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
Credible Local News of Odisha