ଗଡ଼ଗଡି ବ୍ରିଜ୍ ଉପରୁ ଖରସ୍ରୋତା ନଦୀକୁ ଡେଇଁପଡିଲେ ମହିଳା।
ସ୍ଥାନୀୟ ଲୋକ ନଦୀରୁ ମା’ଛୁଆଙ୍କୁ ସୁରକ୍ଷିତ ଉଦ୍ଧାର କରି କେନ୍ଦ୍ରାପଡା ମେଡିକାଲ୍ ସ୍ଥାନାନ୍ତର କରିଛନ୍ତି।ମହିଳା ଖନ୍ଦୋଳ ଗାଁର, ପାରିବାରିକ କଳହରୁ ଡେଇଁପଡ଼ିଥିବା ସୂଚନା ମିଳିଛି।
Credible Local News of Odisha