ସ୍ଥିତି ଅନୁଧ୍ୟାନ କଲେ ପିସିସିଏଫ୍

ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଯୋଡ଼ା ସେକ୍ସନ ରେ ଗତ କାଲି ରାତିରେ ମାଲବାହୀ ଟ୍ରେନ ଧକ୍କାରେ ତିନୋଟି ହାତୀ ମୃତ୍ୟୁ ଘଟଣାର ଅନୁଧ୍ୟାନ କରିବାକୁ ପିସିସିଏଫ୍ (ବନ୍ୟ ପ୍ରାଣୀ) ଶଶି ପଲ କେନ୍ଦୁଝର ଗ୍ରସ୍ତ ରେ ଆସି ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି।

ସେଠାରେ ଦାୟିତ୍ଵ ରେ ଥିବା ବନ ଓ ରେଳ ବାଇ ବିଭାଗ କର୍ମଚାରୀ ଙ୍କ ସହ ଆଲୋଚନା କରି ତଥ୍ୟ ସଂଗ୍ରହ କରିଛନ୍ତି। ତାଙ୍କ ସହିତ ଆରସିସିଏଫ ରାଉରକେଲା, ଡିଏଫଓ କେନ୍ଦୁଝର ଗ୍ରସ୍ତ କରି ଘଟଣା ର ସମୀକ୍ଷା କରିଥିଲେ। ଆଗକୁ କିଭଳି ଏଭଳି ଘଟଣା ନ ଘଟେ ସେଥି ପ୍ରତି ଗୁରୁତ୍ବ ଦେଇ ଆବଶ୍ୟକ ପଦକ୍ଷେପ ନେବେ ଉପରେ ଆଲୋଚନା କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes