ଡୁରା ପଥରା ଓଭରବ୍ରିଜ ଛକ ଠାରେ ଆଜି ସନ୍ତୋଷୀ ମା ଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଶୁଭ ଖୁଣ୍ଟି ସ୍ଥାପନ ହୋଇଥିଲା। ପୁରୋହିତ କାମାକ୍ଷୀ ପ୍ରସାଦ ପାଢ଼ୀ କର୍ତ୍ତା କେ.କ୍ରିଷ୍ଣା ରେଡ଼ି ପୂଜା ଅର୍ଚ୍ଚନା ଦାୟିତ୍ବ ତୁଲାଇଥିଲେ।
ଚଳିତ ମାସ ୨୫ ତାରିଖ ଠାରୁ ୨୭ ପର୍ଯ୍ୟନ୍ତ ମା ଙ୍କ ନୂତନ ପ୍ରାସାଦ ଓ ବିଗ୍ରହ ପ୍ରତିଷ୍ଠା ହେବ।୨୫ ରେ ଜଳ ଯାତ୍ରା,୨୬ ରେ ହୋମ,୨୭ ଦେବୀ ପ୍ରବେଶ ସହ ପୂର୍ଣ୍ଣାହୁତି ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅର୍ନ ଯଜ୍ଞ, ଘୃତ ଯଜ୍ଞ ଓ ପ୍ରସାଦ ସେବନ ର ବ୍ୟବସ୍ଥା ରହିଛି।ଏହି କାର୍ଯ୍ୟ କ୍ରମରେ ଯୋଗ ଦେଇ ମା ଙ୍କ କୃପା ଲାଭ କରିବା ପାଇଁ ମନ୍ଦିର କମିଟି ପକ୍ଷରୁ ସୂଚନା ମିଳିଛି