ବୀରମାଲ ଛକରେ କୃଷି ଓ କୃଷି ଜାତ ଦ୍ରବ୍ଯର ବିପଣୀ ଉଦଘାଟିତ

ବରଗଡ଼ ବ୍ଲକ ଅନ୍ତର୍ଗତ ବୀରମଲର ଚାରି ଛକ ଠାରେ ଓରମାସ ଏବଂ ମିଶନ ଶକ୍ତି ବିଭାଗର ସହାୟତାରେ ଉତ୍ପାଦକ ଗୋଷ୍ଠୀ ମାନଙ୍କ ଦ୍ୱାରା ପରିଚାଳିତ କୃଷି ଓ କୃଷି ଜାତ ଦ୍ରବ୍ୟ ର ବିପଣୀ କୁ ଜିଲ୍ଲାପାଳ ମନୀଷା ବାନାର୍ଜୀ ଆଜି ଉଦଘାଟନ କରିଛନ୍ତି ।

ଏହି ଆଉଟ୍ ଲିଟ ବା ବିପଣୀ କେନ୍ଦ୍ରରେ ମୁଖ୍ୟତଃ ଜୈବିକ କୃଷିକୁ ପ୍ରୋତ୍ସାହିତ କରିବା ସହିତ ଅଂଚଳର ଚାଷୀ ମାନଙ୍କୁ ଉପଯୁକ୍ତ ବଜାର ଯୋଗାଇଦେବାର ବ୍ୟବସ୍ଥା ରହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes