ଆଜି ବରଗଡ଼ ଜିଲ୍ଲା ସୋହେଲା ଠାରେ ସ୍ଥିତ ମାଁ ଦୂର୍ଗା ମନ୍ଦିର ପରିସରରେ ଥିବା ହନୁମାନ ମନ୍ଦିରରେ ୧୮୦ ତମ ହନୁମାନ ଚାଳିଶା ଯଜ୍ଞ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।
ଭକ୍ତଙ୍କ ସହ ମୁଖ୍ୟ ଅତିଥି ଭାବରେ ବିଜେଡି ଯୁବ ନେତା ସୁବ୍ରତ ସିଂ ଯୋଗଦେଇ ପୂଜାର୍ଚ୍ଚନା କରିଛନ୍ତି।
Credible Local News of Odisha