2014 ମସିହାରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କୃଷ୍ଣାନନ୍ଦପୁର ଗ୍ରାମରେ ଚକୋଲେଟ ନେଇ ଘରକୁ ଫେରୁଥିବା ଏକ ନାବାଳିକାକୁ ଉଠାଇ ନେଇ ଗଣ ବଳାତ୍କାର ପରେ ହତ୍ୟା କରାଯାଇଥିବା ମାମଲାରେ ଆଜି ଜିଲ୍ଲା ପୋକ୍ସୋ କୋର୍ଟ ଦୁଇ ଅଭିଯୁକ୍ତ ଶେଖ ଆସିଫ ଓ ଶେଖ ଅକିଲକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି l
ମାମଲାରେ ପ୍ରମାଣ ଅଭାବରୁ ଅନ୍ୟ ଦୁଇ ଜଣଙ୍କୁ ଖଲାସ ନିର୍ଦ୍ଦେଶ ଦିଆଯାଇଛି l