ପଦ୍ମପୁର ଠାରେ ଚାଷୀଙ୍କ ବିଶାଳ ରାଲି

ଆଜି ବରଗଡ଼ ଜିଲ୍ଲା ପଦ୍ମପୁର ଠାରେ ଆଗକୁ ଉପ ନିର୍ବାଚନ ପାଇଁ ଯୋରଦାର ନିର୍ବାଚନ ପ୍ରଚାର ଚାଲୁଥିବା ସମୟରେ ଆଜି ଚାଷୀମାନେ ମଧ୍ୟ ନିଜର ବିଭିନ୍ନ ପ୍ରକାରର ଅସୁବିଧା ଓ ଦାବି ରଖି ଏକ ବିଶାଳ ବାଇକ୍ ରାଲି କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes