ସୁବଳୟା ସହରରେ ଶିବା କଲେକ୍ସନର ଶୁଭାରମ୍ଭ

ଆଜି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ସହରର ପନ୍ଥେଇ ପଡା ଠାରେ ଶିବା କଲେକ୍ସନ ନାମରେ ଏକ ନୂତନ କପଡା ଦୋକାନର ଶୁଭାରମ୍ଭ ହୋଇଛି l

ତେବେ ଏହି ଦୋକାନରେ ସମସ୍ତ ପ୍ରକାର ଡ୍ରେସ ମେଟରିଆଲ ଏବଂ ସମ୍ବଲପୁରୀ ଶାଢ଼ୀ ସୁଲଭ ମୂଲ୍ୟରେ ମିଳିବ ବୋଲି ଦୋକାନ ମାଲିକ ଭକ୍ତରାମ ମେହେର ପ୍ରକାଶ କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes