ବାଲିଆପାଳର ବେତଗଡ଼ିଆରେ ବିଶାଳ ଜନସମାବେଶ

ବାଲେଶ୍ବର ଜିଲ୍ଲା ଜଳେଶ୍ୱରରେ ପ୍ରସ୍ତାବିତ ବନ୍ଦର ଓ ପେଟ୍ରୋକେମିକାଲ୍ସକୁ ବିରୋଧ କରି ବାଲିଆପାଳର ବେତଗଡ଼ିଆରେ ବିଶାଳ ଜନସମାବେଶ ହୋଇଛି।

ସମାବେଶରେ ନର୍ମଦା ବଞ୍ଚାଅ ଆନ୍ଦୋଳନ ନେତ୍ରୀ ମେଧା ପାଟେକର ଉପସ୍ଥିତ ଅଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes