ଖଣିଖନନ ସଂପର୍କିତ ସବୁ ମାମଲାର ଶୁଣାଣି ୬ ମାସ ଭିତରେ ଶେଷ କର: ସୁପ୍ରିମକୋର୍ଟ

ଖଣିଖନନ ସଂପର୍କିତ ସବୁ ମାମଲାର ୬ ମାସ ଭିତରେ ଶୁଣାଣି ଶେଷ କରି ଫଇସଲା ଦେବା ଲାଗି ସୁପ୍ରିମକୋର୍ଟ ଆଜି ଓଡ଼ିଶା ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଓଡ଼ିଶାର ଅନେକ ସ୍ଥାନରେ ବେଆଇନ ଖଣି ଖନନ ଚାଲିଛି। ପରିବେଶ ମଞ୍ଜୁରି ନଥାଇ ଖଣି ଖନନ କରିବା ବେଆଇନ ବୋଲି କୋର୍ଟ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes