ଆଜି ବୀରମହାରାଜପୁର ବ୍ଲକ ସୁବଳୟା ସେବା ସମବାୟ ସମିତିର ସଭାପତି ପଦ ପାଇଁ ଶ୍ରୀଯୁକ୍ତ ଅଶୋକ କୁମାର ପୁରହିତ ଏକମାତ୍ର ପ୍ରାର୍ଥୀ ଭାବରେ ମୋନୟନ ପତ୍ର ଦାଖଲ କରିଥିବାବେଳେ ମଧ୍ୟାନ୍ନ ପରେ ନିର୍ବାଚନ ଅଧିକାରୀ ଲିଙ୍ଗରାଜ ବାଘ ଶ୍ରୀ ପୁରାହୀତଙ୍କୁ ନିର୍ଦ୍ୱନ୍ଦରେ ସଭାପତି ନିର୍ବାଚତ ହେଲେ ବୋଲି ଘୋଷଣା କରିଛନ୍ତି l