କରୋନା ମହାମାରୀ ସମୟରେ ଉଲ୍ଲେଖନୀୟ କାମ ପାଇଁ ଓଡ଼ିଶା ସମ୍ମାନିତ

କରୋନା ମହାମାରୀ ସମୟରେ ଉଲ୍ଲେଖନୀୟ ପ୍ରତିକ୍ରିୟା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଭାରତ ସରକାରଙ୍କ ଦ୍ୱାରା ଓଡ଼ିଶା ରାଜ୍ୟ ସର୍ଭିଲାନ୍ସ ୟୁନିଟ୍ ଭାବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ସମ୍ମାନିତ କରାଯାଇଛି l

ଇଣ୍ଟିଗ୍ରେଟେଡ୍ ରୋଗ ସର୍ଭିଲାନ୍ସ ପ୍ରୋଗ୍ରାମ ଜାତୀୟ ସମୀକ୍ଷା ବୈଠକରେ ରାଜ୍ୟ ୟୁନିଟକୁ ସମ୍ମାନିତ କରାଯାଇଛି l ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes