ଦିବ୍ୟାଙ୍ଗଙ୍କୁ ହୁଇଲଚେୟାର ଯୋଗାଇଦେବାକୁ ଦାବି

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚହକା ପଂଚାୟତ କୁଟୁରାବାହିଲି ଗାଁର ଯଶୋବନ୍ତି ସା ଜନ୍ମରୁ ଦିବ୍ୟାଙ୍ଗ ହେତୁ ଚାଲି ପାରୁ ନ ଥିବାରୁ ଅଭିଯୋଗ ମଧ୍ୟ କରିବାକୁ ଯାଇପାରୁ ନଥିବା କହିଛନ୍ତି।

ତେଣୁ ତାଙ୍କ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ତୁରନ୍ତ ହୁଇଲଚେୟାର ପ୍ରଦାନ କରିବାକୁ ସେ ଦାବି କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes