ସୁବଳୟା କଲ୍ୟାଣ ମଣ୍ଡପରେ ମାନସିକ ସ୍ଵାସ୍ଥ୍ୟ ସେବା କାର୍ଯ୍ୟକ୍ରମ

ଆଜି ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ରେଆର ତରଫରୁ ସୁବଳୟା କଲ୍ୟାଣ ମଣ୍ଡପ ଠାରେ ମାନସିକ ସ୍ବାସ୍ଥ୍ୟ ସେବା କାର୍ଯ୍ୟକ୍ରମର ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି l

ତେବେ ବୈଠକରେ ରେଆର ତରଫରୁ ଦୁଇ ଜଣ ପ୍ରତିନିଧି ଯୋଗଦାନ କରିଥିବା ବେଳେ ବୀରମହାରାଜପୁର ବ୍ଲକର ୧୧ ଗୋଟି ପଂଚାୟତର ୧୫ ଜଣ ସ୍ବେଛାସେବୀ ଯୋଗ ଦେଇଥିଲେ l ବୈଠକରେ କିପରି ମାନସିକ ରୋଗୀ ଚିହ୍ନ୍ନଟ ଏବଂ ସେମାନଙ୍କ ଚିକିତ୍ସା ଓ ଭଲ ହେଲା ପରେ ସେମାନଂକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବ ସେ ଉପରେ ଆଲୋଚନା ହୋଇଥିଲା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes