ଭୁଶୁଡ଼ିଲା ବ୍ରିଜ୍, ତଳକୁ ଖସିଲା ୨ଟି କାର୍

କଳାହାଣ୍ଡି ଜିଲ୍ଲା ଥୂ.ରାମପୁର ରାସ୍ତା ସାଇଧାମ ନିକଟ ବ୍ରିଜ୍ ଭୁଶୁଡ଼ିପଡ଼ିବାରୁ ବ୍ରିଜ୍ ଉପରେ ଯାଉଥିବା ୨ଟି କାର୍ ଚାପି ହୋଇରହିଛି।

୨ଟି କାରରେ ୬ ଜଣ ଥିବା ସୂଚନା ମିଳିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes