ଆଂଚଳିକ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର କମିଟିର ସାଧାରଣ ବୈଠକ

ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ନିକଟସ୍ଥ ଗଡଖାରଦ ଆଂଚଳିକ ଶ୍ରୀ ଜଗନ୍ନାଥ ପ୍ରଚାର କମିଟିର ସାଧାରଣ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଅଛି।

ଗଡଖାରଦ ଓ ଦେଇପୁର ପଂଚାୟତର ଅଧିବାସୀମାନଙ୍କୁ ନେଇ ଜଗନ୍ନାଥ ମନ୍ଦିରର ନୀତିକାନ୍ତି ଓ ସୁପରିଚାଳନା ପାଇଁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଘଟକେଶ୍ବର ଦକ୍ଷିଣକବାଟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମନ୍ଦିରର ଆଗାମୀ କାର୍ଯ୍ୟଧାରା ଉପରେ ନିଷ୍ପତ୍ତି ନିଆଯାଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes