ସୁବଳୟା ଅଂଚଳରେ ମୌସୁମୀର ପ୍ରଥମ ସ୍ପର୍ଶ

ଆଜି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଅଂଚଳରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ପ୍ରଥମ ସ୍ପର୍ଶରେ ବର୍ଷାର ଆଗମନ ହୋଇଥିବା ବେଳେ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ବର୍ଷା ହୋଇଛି।

ଫଳରେ ଅଂଚଳର ଚାଷୀ, ଚାଷ କାମ ଭଲ ହେବ ବୋଲି ଆଶ୍ବସ୍ତି ଅନୁଭବ କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes