ପ୍ରଧାନମନ୍ତ୍ରୀଙ୍କ ମା’ଙ୍କ ଜନ୍ମ ଦିବସ ଅବସରରେ କଳାକୃତ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ଙ୍କ ଶହେତମ ଜନ୍ମ ଦିବସ ଅବସରରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲୁକା କଳାକୃତ୍ତି କରିଛନ୍ତି।

କଳାକୃତ୍ତି ମାଧ୍ୟରେ ମାଆ ହୀରାବେନ୍‌ଙ୍କ ସୁସ୍ଥ ଓ ଆରୋଗ୍ୟ ଜୀବନ କାମନା କରିଛନ୍ତି ସୁଦର୍ଶନ। ମା’ର ଆର୍ଶିବାଦ ଓ ଭଲପାଇବା ସର୍ବଦା କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଏ ବୋଲି ସେ ବାର୍ତ୍ତା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes