ଗୁଳିବିଦ୍ଧ ହାତୀ ମୃତ୍ୟୁ ଘଟଣାରେ ଆଉ ୪ ଜଣ ଶିକାରୀ ଅଟକ

କଟକ ଜିଲ୍ଲା ନରସିଂହପୁରରେ ଗୁଳିବିଦ୍ଧ ହାତୀ ମୃତ୍ୟୁ ଘଟଣାରେ ପିସିସିଏଫ ପ୍ରତିକ୍ରିୟା ରଖି କହିଛନ୍ତି, ପୂର୍ବରୁ ୪ ଜଣ ଶିକାରୀଙ୍କୁ ପଚରା ଉଚରା କରାଯାଇଥିବା ବେଳେ ଶନିବାର ଆଉ ୪ ଜଣ ଶିକାରୀଙ୍କୁ ଅଟକ ରଖାଯାଇଛି।

ଆଠଗଡ଼ ବନଖଣ୍ଡ ଅଧୀନରେ ଥିବା ଅନେକ ବନ କର୍ମଚାରୀ ସ୍କାନରରେ ଅଛନ୍ତି। ପ୍ରମାଣ ମିଳିଲେ ସେମାନଙ୍କୁ ମଧ୍ୟ ପଚରା ଉଚରା କରାଯିବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes